ଭାରତରେ ସଂଯୋଗୀକରଣ ଏକବିଂଶ ଶତାବ୍ଦୀରେ ପ୍ରଗତିର ନୂତନ ଗତି ନିର୍ଣ୍ଣୟ କରିବ । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି 6G ମୋବାଇଲ୍ ସେବା । ଏନେଇ ଖୋଦ୍ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।