Advertisment

Australia All Out For 146: ଜିତିଲା ଜିମ୍ବାୱେ, କଙ୍ଗାରୁ ଚିତପଟାଙ୍ଗ

ଜିତିଲା ଜିମ୍ବାୱେ, କଙ୍ଗାରୁ ଚିତପଟାଙ୍ଗ । ଟି-ଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇଲା ଜିମ୍ବାୱେ । ୧୭୦ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ୧୪୬ରେ ଅଲଆଉଟ୍ ହୋଇଛି ।

author-image
Pramod Behera
Australia All Out For 146

ଜିତିଲା ଜିମ୍ବାୱେ, କଙ୍ଗାରୁ ଚିତପଟାଙ୍ଗ Photograph: (OTV)

ଜିତିଲା ଜିମ୍ବାୱେ, କଙ୍ଗାରୁ ଚିତପଟାଙ୍ଗ । ଟି-ଟ୍ବେଣ୍ଟି ବିଶ୍ବକପରେ ବଡ଼ ବିପର୍ଯ୍ୟୟ । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୩ ରନରେ ହରାଇଲା ଜିମ୍ବାୱେ । ୧୭୦ ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ୧୪୬ରେ ଅଲଆଉଟ୍ ହୋଇଛି । ୪ଟି ୱିକେଟ ସହ ବ୍ଲେସିଂ ମୁଜାରାବାନିଙ୍କ ଘାତକ ବୋଲିଂ ଯୋଗୁଁ ଜିମ୍ବାୱେକୁ ବଡ଼ ବିଜୟ ମିଳିଛି । ୨୦୦୭ ଟି-ଟ୍ବେଣ୍ଟି ବିଶ୍ବକପରେ ବି ଅଷ୍ଟ୍ରେଲିଆକୁ ହରାଇଥିଲା ଜିମ୍ବାୱେ ।

Advertisment

T20 World Cup Australia Cricketer Zimbabwe
Advertisment
Advertisment