Advertisment

ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:  ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍‌ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍‌ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍‌ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍‌ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍‌ ଟିମ୍‌ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]

author-image
Abinash Pati
ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

harman

ନୂଆଦିଲ୍ଲୀ:  ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍‌ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍‌ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍‌ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍‌ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍‌ ଟିମ୍‌ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ହେବ।

Advertisment

ନିକଟରେ ହୋଇଥିବା ଓମ୍ୟାନ୍ସ ଚାନ୍‌ସେଲର ଟ୍ରଫିରେ ବେଙ୍ଗଲର ବିଜୁଳି ବ୍ୟାଟ୍ସମ୍ୟାନ୍ ରିଚା ଘୋଷ ୨୬ ବଲ୍‌ରେ ୩୬ ରନ୍‌ କରିଥିଲେ। ଏଥିପାଇଁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।

Advertisment

ଏବେ ଆସନ୍ତୁ ଜାଣିବା ବିଶ୍ୱକପ୍‌ ପାଇଁ ଘୋଷଣା ହୋଇଥିବା ଖେଳାଳିଙ୍କ ନାଁ

ବିଶ୍ୱ କପ୍‌ ପାଇଁ ଖେଳାଳି:ହରମନପ୍ରୀତ କୌର(କ୍ୟାପ୍ଟେନ୍), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ହରଲୀନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍, ଶିଖା ପାଣ୍ଡେ, ପୂଜା ଭସ୍ତ୍ରାକର ଓ ଅରୁନ୍ଧତୀ ରେଡ୍ଡୀ।

Advertisment
Advertisment