Advertisment

Women Cricketers Harassed: କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ , ୨ ମହିଳା କ୍ରିକେଟରଙ୍କୁ ଅସଦାଚରଣ ଅଭିଯୋଗ

ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ । ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଇନ୍ଦୋରରେ କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ ଘଟିଛି । ଜଣେ ବାଇକ୍ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

author-image
Manas Ranjan Mohanty
women crickter

women crickter Photograph: (OTV)

ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ । ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଇନ୍ଦୋରରେ କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ ଘଟିଛି ।
ଜଣେ ବାଇକ୍ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ ବାଇକ୍ ଆରୋହୀକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ ।  ବିଶ୍ବକପ ମ୍ୟାଚ୍ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ୍ । 

Advertisment

ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
ଇନ୍ଦୋରରେ କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ 
ଜଣେ ବାଇକ୍ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ 
ସିସିଟିଭିରେ ବାଇକ୍ ଆରୋହୀ ଚିହ୍ନଟ, ଖୋଜୁଛି ପୋଲିସ
ବିଶ୍ବକପ ମ୍ୟାଚ୍ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ୍

Advertisment