Advertisment

ଧୋନିଙ୍କ ପରେ ରାଇନା ବି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍‌ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍‌ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି। ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍‌ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ ବିଶ୍ୱକପ୍‌ ବିଜୟୀ ଟିମ୍‌ ଇଣ୍ଡିଆରେ ରାଇନା ଧୋନିଙ୍କ ନେତୃତ୍ୱରେ ଖେଳିଥିଲେ। ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ […]

author-image
Abinash Pati
ଅଦ୍ୟତନ ହୋଇଛି
ଧୋନିଙ୍କ ପରେ ରାଇନା ବି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ

suresh

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନିଙ୍କ ପରେ କ୍ରିକେଟର୍‌ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀ କ୍ରିକେଟ୍‌ରୁ ସନ୍ୟାସ ଘୋଷଣା କରିଛନ୍ତି। ଆଜି ସ୍ୱାଧିନତା ଦିବସରେ ଦୁଇ ଦୁଇ ଜଣ ମହାନ କ୍ରିକେଟ୍‌ ଖେଳାଳି ଅନ୍ତର୍ଜାତୀୟ କ୍ରିକଟେରୁ ଅବସର ନେଇଛନ୍ତି।

Advertisment

Face the UAE heat and play well': Suresh Raina on playing IPL 2020 ...

ରାଇନା ଅବସର ନେଲାବେଳେ ତାଙ୍କର ଅଗଣିତ ଫ୍ୟାନ୍ ଓ କ୍ରିକେଟ୍‌ ପ୍ରେମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୧ ବିଶ୍ୱକପ୍‌ ବିଜୟୀ ଟିମ୍‌ ଇଣ୍ଡିଆରେ ରାଇନା ଧୋନିଙ୍କ ନେତୃତ୍ୱରେ ଖେଳିଥିଲେ। ସେ ମୋଟ ୧୮ଟି ଟେଷ୍ଟ, ୨୨୬ଟି ଦିନିକିଆ ଓ ୭୮ ଟି-୨୦ ଖେଳିଛନ୍ତି। ଟିମ୍‌ ଇଣ୍ଡିଆର ଦକ୍ଷ ଫିଲ୍‌ଡର୍‌ ଭାବେ ରାଇନା ବେଶ୍‌ ପରିଚିତ।

Advertisment
Advertisment