/odishatv-khabar/media/media_files/2025/10/25/rohit-sharma-2025-10-25-16-58-05.jpg)
rohit sharma Photograph: (OTV)
ସିଡନୀରେ ଭାରତର ଦମଦାର ବିଜୟ । ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକରେ ଟିମ୍ ଇଣ୍ଡିଆକୁ ସହଜ ବିଜୟ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ରୋହିତ ଅପରାଜିତ ୧୨୧ ରନ୍ କରିଥିବା ବେଳେ କୋହଲି ଅପରାଜିତ ୭୪ ରନ୍ କରିଛନ୍ତି ।
/filters:format(webp)/odishatv-khabar/media/media_files/2025/10/25/rohit-sharma-2025-10-25-16-55-28.jpg)
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଥିଲା। ଭାରତ ଏହାର ଜବାବରେ ୩୮.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ବାଜୟ ହାସଲ କରିନେଇଛି । ତିନି ଟିକିଆ ଦିନିକିଆ ସିରିଜ ଭାରତ ପରାଜିତ ହୋଇଥିଲେ ବି ଆଜିର ମ୍ୟାଚ୍ ବିଜୟ ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଛି ।
#ରୋହିତ_ଶର୍ମାଙ୍କ_ଶତକ
— ଓଟିଭି (@otvkhabar) October 25, 2025
-ସିଡ୍ନୀରେ ରୋହିତ ଶର୍ମାଙ୍କ ଦମଦାର ଶତକ
-୧୦୫ଟି ବଲ୍ରୁ ୧୧ଚୌକା, ୨ ଛକା ଜରିଆରେ ଶତକ
-କୋହଲି ମଧ୍ୟ ୨ଟି ଡକ୍ ପରେ କଲେ ଅର୍ଦ୍ଧଶତକ#RohitSharma#Hitman#OdiCentury#50thCentury#INDvAUS#ODI#OTVpic.twitter.com/jNcCCJlRlN
ସିଡନୀରେ ଭାରତର ଦମଦାର ବିଜୟ
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
ରୋହିତ ଶର୍ମାଙ୍କ ଦମଦାର ଶତକରେ ଭାରତ ବିଜୟୀ
ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ
୩ୟ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
ରୋହିତ ଅପରାଜିତ ୧୨୧, କୋହଲି ଅପରାଜିତ ୭୪
#ସିଡ୍ନୀରେ_ଜିତାଇଲେ_ରୋହିତ
— ଓଟିଭି (@otvkhabar) October 25, 2025
-ସିଡ୍ନୀରେ ରୋହିତ ଶର୍ମାଙ୍କ ଦମଦାର ଶତକ; ଭାରତ ବିଜୟୀ
-୩ୟ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
-ରୋହିତ ଅପରାଜିତ ୧୨୧, କୋହଲି ଅପରାଜିତ ୭୪
-ଅଷ୍ଟ୍ରେଲିଆ ୨୩୬; ଭାରତ ୩୮.୩ ଓଭରରେ ୨୩୭/୧#RohitSharma#Hitman#OdiCentury#50thCentury#INDvAUS#ODI#OTV#ViratKohli… pic.twitter.com/uWvOIHNu04
Mega Defence Deal: ଡରିବ ପାକିସ୍ତାନ...ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା

Mobile Phone Battery Triggered Blaze: ଦୁର୍ଘଟଣାରେ ନିଆଁ ଦ୍ରୁତ ଗତିରେ ବ୍ୟାପି ସମ୍ପୂର୍ଣ୍ଣ ଜଳିଯାଇଥିଲା ବସ୍, କାରଣ ଥିଲା ମୋବାଇଲ୍ ଫୋନ୍ ବ୍ୟାଟେରୀ…

Villagers Risk Lives : ଖାଲି ଭୋଟ ବେଳେ ଆସ, ଆମେ ମଲୁଣି...ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

Afghanistan Follow India: ଶୋଷରେ ଛଟପଟ ହେବ ପାକ୍ , ବନ୍ଦ ହେବ ଆଉ ଗୋଟେ ନଦୀର ପାଣି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)