Advertisment

ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ ସହ ହେବ।

author-image
Jyotsnamayee Pradhan
ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

IPL

ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

ipl

ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ ସହ ହେବ।

Advertisment
Advertisment