/odishatv-khabar/media/post_attachments/uploadimage/library/16_9/16_9_0/IPL-122_1626759144.jpg)
IPL
ହାଇଦ୍ରାବାଦ: ଆଜି ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିଅମରେ ଖେଳାଯିବ ଆଇପିଏଲ୍ ଚଳିତ ସିଜିନର ଅଷ୍ଟମ ମ୍ୟାଚ୍। ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଜୋରଦାର ଟକ୍କର। ତେବେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଉଭୟ ଦଳ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଖାତା ଖୋଲିବା ପାଇଁ ଚେଷ୍ଟା କରିବେ।
Advertisment
ଗତକାଲି ଦୁଇ ଦଳ ରାଜୀବ ଗାନ୍ଧି ଷ୍ଟାଡିଅମରେ ଜୋରଦାର ଅଭ୍ୟାସ କରିଥିଲେ। ଭୁବନେଶ୍ୱର କୁମାରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୋଲକାତା ଠାରୁ ପରାସ୍ତ ହୋଇଥିଲା। ସେହପରି ରାଜସ୍ଥାନ ରୋୟାଲ୍ସ ମଧ୍ୟ ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)