Advertisment

ICC Rejects Bangladesh Request: ବାଂଲାଦେଶକୁ ଆଇସିସିର ବଡ଼ ଝଟକା; ଭାରତରେ ଖେଳିବ ନହେଲେ ବିଶ୍ୱକପରୁ ବିଦା

ବାଂଲାଦେଶକୁ ଆଇସିସିର ବଡ଼ ଝଟକା। ଭାରତରେ ଖେଳିବ ନହେଲେ ବିଶ୍ୱକପରୁ ବିଦା। ବିସିବିର ଆବେଦନକୁ ଖାରଜ କଲା ଆଇସିସି। ବାଂଲାଦେଶ ନ ଖେଳିଲେ ସ୍କଟଲ୍ୟାଣ୍ଡକୁ ମିଳିପାରେ ସୁଯୋଗ।

author-image
Pramod Behera
ICC Rejects Bangladesh Request

ବାଂଲାଦେଶକୁ ଆଇସିସିର ବଡ଼ ଝଟକା Photograph: (OTV)

ବାଂଲାଦେଶକୁ ଆଇସିସିର ବଡ ଝଟକା। ଭାରତରେ ଖେଳିବ ନହେଲେ ବିଶ୍ୱକପରୁ ବିଦା ହେବ। ବାଂଲାଦେଶ କ୍ରିକେଟ ବୋର୍ଡର ଆବେଦନକୁ ଖାରଜ କରିଦେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ଟି-୨୦ ବିଶ୍ୱକପ୍ ଭାରତରେ ଖେଳିବାକୁ ମନା କରିଥିଲା ବାଂଲାଦେଶ। ଏସମ୍ପର୍କିତ ଆବେଦନକୁ ଆଇସିସି ଖାରଜ କରିଛି। ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ନଆସେ, ତେବେ ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶକୁ ବାଦ୍ ଦିଆଯିବା ସହ ସ୍କଟଲ୍ୟାଣ୍ଡକୁ ମିଳିବ ସୁଯୋଗ। 

Advertisment

୨୪ ଘଣ୍ଟାରେ ନ ଜଣାଇଲେ ବାଂଲାଦେଶ ସ୍ଥାନରେ ଖେଳିବ ସ୍କଟଲାଣ୍ଡ୍। ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ବାଙ୍ଗଲାଦେଶର ପ୍ରସ୍ତାବକୁ ନେଇ ୧୬ଟି ଦେଶ ଦେଇଥିଲେ ଭୋଟ୍। ସେଥିରୁ ୧୪ଟି ଦେଶ ବାଙ୍ଗାଦେଶ ବିରୋଧରେ ଭୋଟ୍ ଦେଇଥିଲେ। କେବଳ ପାକିସ୍ତାନ ହିଁ ବାଙ୍ଗଲାଦେଶକୁ ସମର୍ଥନ କରିଥିଲା...

Bangladesh T20 World Cup ICC T20 World Cup
Advertisment
Advertisment