Advertisment

କୋଲକାତାକୁ ହରାଇ ଦିଲ୍ଲୀର ଦମ୍‌ଦାର ବିଜୟ

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର ବିଜୟ ହୋଇଛି। କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍‌ ହାସଲ କରିଥିଲା । ୧୭୯ ରନ୍‌ ଟାର୍ଗେଟକୁ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ଓଭର ଏବଂ ଗୋଟିଏ ବଲ୍‌ ଥାଇ ଜିତି ନେଇଛି।  ୧୮ ଓଭର ୫ଟି ବଲରୁ ୧୮୦ରନ୍‌ ସଂଗ୍ରହ କରିଥିଲା […]

author-image
Jyotsnamayee Pradhan
କୋଲକାତାକୁ ହରାଇ ଦିଲ୍ଲୀର ଦମ୍‌ଦାର ବିଜୟ

ipl

ନୂଆଦିଲ୍ଲୀ: ଗତକାଲି ଖେଳାଯାଇଥିବା ଆଇପିଏଲ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର ବିଜୟ ହୋଇଛି। କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୭ ଓ୍ୱିକେଟରେ ପରାସ୍ତ କରିଛି। କୋଲକାତାର ଇଡନ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୭୮ରନ୍‌ ହାସଲ କରିଥିଲା ।

Advertisment

୧୭୯ ରନ୍‌ ଟାର୍ଗେଟକୁ ଦିଲ୍ଲୀ କ୍ୟାପିଟାଲ୍ସ ଗୋଟିଏ ଓଭର ଏବଂ ଗୋଟିଏ ବଲ୍‌ ଥାଇ ଜିତି ନେଇଛି।  ୧୮ ଓଭର ୫ଟି ବଲରୁ ୧୮୦ରନ୍‌ ସଂଗ୍ରହ କରିଥିଲା ଦିଲ୍ଲୀ କ୍ୟାପିଟାନଲ୍ସ। ଶିଖର ଧାଓ୍ୱନଙ୍କ ଦମଦାର ୯୭ ରନ୍‌ ଏବଂ ପୃଥ୍ୱୀ ସ’ଙ୍କ ୪୬ ରନ୍ ବଳରେ ଦଳ ବିଜୟୀ ହୋଇଛି।

ଆଇପିଏଲ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ ଟକ୍କର।  ଦ୍ୱିତୀୟ ମ୍ୟାଚ୍‌ରେ କିଂଗସ୍ ଇଲେଭେନ୍‌ ପଂଜାବ ଓ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ।

Advertisment
Advertisment
Advertisment