Advertisment

କଣ ହେବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଫଳାଫଳ?

ସାଉଥହମ୍ପଟନ: ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଇଂଲଣ୍ଡର ସାଉଥହମ୍ପଟନ୍‌ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖରାପ ପାଗ ଯୋଗୁଁ ମ୍ୟାଚର ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିବା ବେଳେ ଏହାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ…

author-image
Chandan Shishu
ଅଦ୍ୟତନ ହୋଇଛି
କଣ ହେବ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲର ଫଳାଫଳ?

wtc-final-match

ସାଉଥହମ୍ପଟନ: ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଇଂଲଣ୍ଡର ସାଉଥହମ୍ପଟନ୍‌ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖରାପ ପାଗ ଯୋଗୁଁ ମ୍ୟାଚର ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିବା ବେଳେ ଏହାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଆଜି ପାଗ ଭଲ ରହିବ ବୋଲି ପୂର୍ବାନୁମାନ ଥିବାରୁ ପଞ୍ଚମ ଦିନ ଖେଳ ହେବା ନେଇ ଆଶା ରହିଛି। ସେହିପରି ଆସନ୍ତାକାଲି ରିଜର୍ଭ ଡେରେ ଖେଳ ହୋଇପାରେ ବୋଲି କୁହାଯାଉଛି।

Advertisment

ବର୍ଷା ଯୋଗୁଁ ଗତକାଲି ଚତୁର୍ଥ ଦିନ ଖେଳ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିଲା। ଏହାପୂର୍ବରୁ ଖରାପ ପାଗ ଯୋଗୁ ପ୍ରଥମ ଦିନର ଖେଳ ମଧ୍ୟ ହୋଇ ପାରି ନଥିଲା। ମ୍ୟାଚରେ ଏ ପର୍ଯ୍ୟନ୍ତ ୧୪୧ ଓଭର ଖେଳ ସମ୍ଭବ ହୋଇପାରିଛି। ଭାରତ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଲଆଉଟ୍ ହୋଇଥିବା ବେଳେ ଜବାବରେ ନ୍ୟୁଜିଲାଣ୍ଡ ୨ ଓ୍ୱିକେଟରେ ୧୦୧ ରନ୍ କରିଛି।

Advertisment
Advertisment