/odishatv-khabar/media/post_attachments/uploadimage/library/16_9/16_9_0/lunch_1626697500.jpg)
lunch
ଫ୍ଲୋରିଡା : ଅାରମ୍ଭ ହୋଇଛି ବିଶ୍ୱର ପ୍ରଥମ ସୌର ଅଭିଯାନ। ଭାରତୀୟ ସମୟ ଦିନ ଗୋଟାଏ ବେଳେ ଉତ୍କ୍ଷେପଣ ହୋଇଛି ମହାକାଶ ଯାନ ‘ପାର୍କର୍ ସୋଲାର୍ ପ୍ରୋବ୍’। ଅାମେରିକାର ଫ୍ଲୋରିଡା ସ୍ଥିତ କେପ୍ କାନାଭେରାଲ୍ ବାୟୁସେନା ଘାଟିରୁ ନାସା ଏହାକୁ ଉତକ୍ଷେପଣ କରିଛି। ଡେଲ୍ଟା ଫୋର୍ ହେଭି ରକେଟ୍ ସାହାଯ୍ୟରେ ଏହାର ଉତ୍କ୍ଷେପଣ ହୋଇଛି।
Advertisment
ଏହି ଅନ୍ତରୀକ୍ଷ ଯାନ ସୂର୍ଯ୍ୟର ଚାରିପାଖରେ ଥିବା କୋରୋନାର ତାପମାତ୍ରାର ଅାକଳନ କରିବ। କୋରୋନାରେ ତାପମାତ୍ରା ସୂର୍ଯ୍ୟପୃଷ୍ଠର ତାପମାତ୍ରା ଠାରୁ ପ୍ରାୟ ୩ଶହ ଗୁଣ ଅଧିକ। ଏହି ଅଂଚଳର ତାପମାତ୍ରା ୨୫ଶହ ଡିଗ୍ରୀ ଫାରେନହାଇଟ୍ ରହିବ।
ଅନ୍ୟପକ୍ଷରେ ‘ପାର୍କର ସୋଲାର ପ୍ରୋବ୍’ର ଭିତରର ତାପମାତ୍ରା ତା’ଠାରୁ ଅନେକ ଗୁଣରେ କମ୍ ରହିବ। ପରୀକ୍ଷା ଅନୁଯାୟୀ ଏହାର ତାପମାତ୍ରା ମାତ୍ର ୮୫ଡିଗ୍ରୀ ଫାରେନହାଇଟ ରହିବ ବୋଲି ନାସା ପକ୍ଷର କୁହାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)