Advertisment

Bhogi Festivities Mark Makar Sankranti: ମକର ପାଇଁ ଉତ୍ସବମୁଖର, ରାତି ସାରା ‘ଭୋଗୀ’ ପାଳିଲେ ଲୋକେ

ମକର ପାଇଁ ଉତ୍ସବମୁଖର ଗଜପତି ଜିଲ୍ଲା। ରାତି ସାରା ‘ଭୋଗୀ’ ପାଳିଲେ ଲୋକେ। ତେଲୁଗୁ ଭାଷାଭାଷୀଙ୍କ ବଡ଼ ପର୍ବ। ବାଜା ବଜାଇ, ନିଆଁ ଜାଳି ‘ମକର’ ଆରମ୍ଭ।

Bhogi

Bhogi Photograph: (OTV)

Advertisment

ମକର ସଂକ୍ରାନ୍ତି ଅବସରରେ ଗଜପତି ଜିଲ୍ଲା ହୋଇପଡିଛି ଉତ୍ସବ ମୁଖର। ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଉତ୍ସବ କୁ ଧୂମାଧମ୍ ରେ ପାଳନ କରୁଛନ୍ତି ଲୋକ।  

Advertisment

ତେଲୁଗୁ ଭାଷାଭାଷି ଲୋକେ ସଂକ୍ରାନ୍ତିର ପୂର୍ବ ରାତ୍ରିରୁ ଆରମ୍ଭ ହେଉଥିବା ପର୍ବକୁ ‘ଭୋଗୀ’ ରୂପେ ପାଳନ କରନ୍ତି। ଘରକୁ ଅତିଥି ଆସନ୍ତି ଆଉ ପରିବାର ସହ ନୂଆ ପିନ୍ଧି ନୂଆ ଖାଇ ଏହାକୁ ବେଶ୍ ହସ ଖୁସିର ସହ ପାଳନ କରନ୍ତି ସମସ୍ତେ।

ମକର ପାଇଁ ଉତ୍ସବମୁଖର ଗଜପତି ଜିଲ୍ଲା
ରାତି ସାରା ‘ଭୋଗୀ’ ପାଳିଲେ ଲୋକେ 
ତେଲୁଗୁ ଭାଷାଭାଷୀଙ୍କ ବଡ଼ ପର୍ବ 
ବାଜା ବଜାଇ, ନିଆଁ ଜାଳି ‘ମକର’ ଆରମ୍ଭ

Advertisment
Makar Sankranti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ