Advertisment

ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। କେଉଁ ସମୟରେ କଣ ହେବ:- ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା ସକାଳ ୫ଟାରେ ହେବ ବେଶ ଶେଷ ନୀତି ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ) ସକାଳ ୬ଟା ୪୫ରେ […]

ରଥଯାତ୍ରା 2020:ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ- ଜାଣନ୍ତୁ, ପହଣ୍ଡି ଆରମ୍ଭର ସମୟ

Rath Yatra 2020

Advertisment

ପୁରୀ: ରାତି ପାହିଲେ ପବିତ୍ର ରଥଯାତ୍ରା। ସେଥିପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଉଠିଛି। ତେବେ ଘୋଷଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।

Advertisment

କେଉଁ ସମୟରେ କଣ ହେବ:-

  • ଆସନ୍ତାକାଲି ଭୋର ୩ଟାରେ ମଙ୍ଗଳ ଆଳତି
  • ଭୋର ୩.୧୫ରୁ ୫ଟା ପର୍ଯ୍ୟନ୍ତ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା
  • ସକାଳ ୫ଟାରେ ହେବ ବେଶ ଶେଷ ନୀତି
  • ସକାଳ ୫.୩୦ରୁ ୬.୪୫ ହେବ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗ)
  • ସକାଳ ୬ଟା ୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ
  • ସକାଳ ୭ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ
  • ସକାଳ ୧୦ଟାରେ ପହଣ୍ଡି ଶେଷ
  • ସକାଳ ୧୦ଟାରୁ ୧୦.୩୦ ମଦନମୋହନ ବିଜେ
  • ସକାଳ ୧୦.୩୦ରୁ ୧୧ଟା ଚିତାଲାଗି
  • ସକାଳ ସାଢ଼େ ୧୧ଟାରୁ ୧୧.୩୦ ବେଶ ଶେଷ ନୀତି
  • ସକାଳ ୧୧.୩୦ରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ଛେରା ପହଁରା
  • ପୂର୍ବାହ୍ନ ୧୧ଟା ୪୫ରୁ ସାଢ଼େ ୧୨ଟା ମଧ୍ୟରେ ଚାରମାଳ ଫିଟା, ଘୋଡା ଯୋଚା
  • ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା
Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ