Advertisment

BJD: ବବିଙ୍କୁ ଝଟକା, ଭାଙ୍ଗିଗଲା ଯାଜପୁର ବିଜେଡି!

BJP ଭାଙ୍ଗିଲା ଯାଜପୁର BJD ! ବବିଙ୍କ ସାମ୍ନାରେ ଖଣ୍ଡଖଣ୍ଡ ଶଙ୍ଖ ଗଡ଼ ! ଏକାଥରେ ପଦ୍ମ ଧରିଲେ BJDର ୫ଶହରୁ ଊର୍ଦ୍ଧ୍ବ କର୍ମୀ । ବବିଙ୍କ ନେତୃତ୍ୱକୁ ଖାତିର ନକରି BJD ଛାଡି ବିଧାୟକ ଆକାଶ ଦାସଙ୍କ ଉପସ୍ଥିତିରେ BJPରେ ସାମିଲ ହେଉଛନ୍ତି ଶହ ଶହ ବିଜେଡି ନେତା ଓ କର୍ମୀ ।

author-image
Chinmayee Sahoo

BJP ଭାଙ୍ଗିଲା ଯାଜପୁର BJD ! ବବିଙ୍କ ସାମ୍ନାରେ ଖଣ୍ଡଖଣ୍ଡ ଶଙ୍ଖ ଗଡ଼ ! ଏକାଥରେ ପଦ୍ମ ଧରିଲେ BJDର ୫ଶହରୁ ଊର୍ଦ୍ଧ୍ବ କର୍ମୀ । ଦେଖନ୍ତୁ କୋରେଇ ବିଜେପି ପକ୍ଷରୁ ବ୍ୟାସନଗର ଟାଉନ ହଲରେ ଅନୁଷ୍ଠିତ ହୋଇଥିବା ଏ ମିଶ୍ରଣ ପର୍ବକୁ... ବବିଙ୍କ ନେତୃତ୍ୱକୁ ଖାତିର ନକରି BJD ଛାଡି ବିଧାୟକ ଆକାଶ ଦାସଙ୍କ ଉପସ୍ଥିତିରେ BJPରେ ସାମିଲ ହେଉଛନ୍ତି ଶହ ଶହ ବିଜେଡି ନେତା ଓ କର୍ମୀ ।

Advertisment
BJD
Advertisment
Related Articles
Advertisment