/odishatv-khabar/media/media_files/2026/03/05/politics-2026-03-05-13-30-33.jpg)
Politics Photograph: (OTV)
ଆଜି ରାଜ୍ୟସଭା ନିର୍ବାଚନ ନାମାଙ୍କନ ଦାଖଲର ଶେଷଦିନ। ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ୩ ସେଟ୍ ର ନାମାଙ୍କନ ଦାଖଲ କରିଛନ୍ତି ସଂତୃପ୍ତ ।
ନାମାଙ୍କନ ସମୟରେ ଉଭୟ ବିଜେଡି, କଂଗ୍ରେସ ସଦସ୍ୟ ଉପସ୍ଥିତ ଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସଙ୍କୁ ଏହି ସମୟରେ ଏକ ସଙ୍ଗରେ ବସିଥିବା ଦେଖିବାକୁ ମିଳିଥିଲା।
ମିଳିତ ପ୍ରାର୍ଥୀ ଡା. ହୋତା
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହିପରି ବିଜେଡିର କିଛି ବିଧାୟକ ମଧ୍ୟ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ। ସେହିପରି ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ଡା. ଦତ୍ତେଶ୍ବର ହୋତା। ମିଳିତ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଡା. ହୋତା। ...
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର
ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର
୩ ସେଟ୍ ର ନାମାଙ୍କନ ଦାଖଲ କଲେ ସଂତୃପ୍ତ ମିଶ୍ର
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଡା. ଦତ୍ତେଶ୍ବର ହୋତା
କମନ୍ କ୍ୟାଣ୍ଡିଡେଟ୍ ଭାବେ ନାମାଙ୍କନ ଭରିଲେ ଡା. ହୋତା
ରାଜ୍ୟସଭା ନିର୍ବାଚନ; ନାମାଙ୍କନ ଭରିବା କକ୍ଷରେ ବିଜେଡି, କଂଗ୍ରେସ ସଦସ୍ୟ
ଏକାଠି ବସିଲେ ବିଜେଡି ସୁପ୍ରିମୋ ନବୀନ ଓ ପିସିସି ସଭାପତି ଭକ୍ତ ଦାସ
କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ
ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ
Major Political Move in Bihar: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ, ପାଟନା ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି ନୀତିଶ

Minister Suresh Pujari Shifted to AIIMS New Delhi: ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ, ଜାଣନ୍ତୁ କାହିଁକି ?

From Dubai Distress Call: ଦୁବାଇରେ ଫସିଛନ୍ତି ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ପୁଅ ଜୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପାଇଁ କଲେ ନିବେଦନ

Middle East on Edge: ମହାବିନାଶ ଆଡ଼କୁ ମହାଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଲାଗିଯିବ କି ପରମାଣୁ ଯୁଦ୍ଧ ?

Iran Ship Downed by United States: ଇରାନ ଜାହାଜକୁ ବୁଡ଼ାଇଦେଲା ଆମେରିକା, ୩୦ ଜଣଙ୍କୁ ଉଦ୍ଧାର କଲା ଶ୍ରୀଲଙ୍କା ସାମରିକ ବାହିନୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)