/odishatv-khabar/media/media_files/2025/12/23/bjd-2025-12-23-14-44-10.jpg)
BJD Photograph: (OTV)
ବିଜେଡିରେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ପାଇଁ ଉଦ୍ୟମ । ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଉଦ୍ୟମ କରୁଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଶ୍ରୀମୟୀ ମିଶ୍ର । ତେବେ ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନନେଇ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ । ଉତ୍ତରାଧିକାରୀ ପ୍ରସଙ୍ଗରେ ଚର୍ଚ୍ଚା ଚାଲିଥିବା ବେଳେ ଦଳରେ ସୁଜାତାଙ୍କ ସମ୍ଭାବ୍ୟ ଏଣ୍ଟ୍ରି ପ୍ରସଙ୍ଗ ନେଇ କବିତା ଲେଖି ତେରଚ୍ଛା ବାଣ ମାରିଛନ୍ତି ଶ୍ରୀମୟୀ । ତେବେ ସୁଜାତାଙ୍କ ବାବଦରେ ଲବି ପ୍ରସଙ୍ଗକୁ ସ୍ନେହାଙ୍ଗିନୀ ଖଣ୍ଡନ କରିଛନ୍ତି । ନବୀନ ନିବାସରେ ନୁହେଁ ବରଂ ଶଙ୍ଖ ଭବନରେ ମିଟିଂ ଥିବା ସେ ସୂଚନା ଦେଇଛନ୍ତି । ...
ସୁଜାତା ଏଣ୍ଟ୍ରି, ସ୍ନେହାଙ୍ଗିନୀଙ୍କ ଆୟୋଜନ !
ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡି ଏଣ୍ଟ୍ରି ସମ୍ଭାବନାକୁ ନିଶାନା
ସୋସିଆଲ ମିଡିଆରେ ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର
ସ୍ନେହାଙ୍ଗିନୀ ଛୁରିଆଙ୍କ ନାଁ ନେଇ ପରୋକ୍ଷରେ ଟାର୍ଗେଟ୍ କଲେ ଶ୍ରୀମୟୀ
'ମୁଖିଆଙ୍କୁ ମନାଇବାକୁ ଆରମ୍ଭ ହେଲାଣି ପ୍ରାୟୋଜିତ କାର୍ଯ୍ୟକ୍ରମ'
‘ନୂଆପଡ଼ା ମିଛେଇ ଭାଣିଜିଙ୍କ ଆୟୋଜନ, କେମିତି ହେବ ତାମିଲ ବୋହୂଙ୍କ ଆଗମନ’
‘ମହିଳା ନେତ୍ରୀଙ୍କୁ କରି ଏକତ୍ରିତ, ବୁଲି ଆସିବେ ମୁଖିଆ ନିବାସ’
ଶ୍ରୀମୟୀଙ୍କ ଆକ୍ଷେପକୁ ଖଣ୍ଡନ କଲେ ସ୍ନେହାଙ୍ଗିନୀ
Lionel Messi Earn: ଭାରତରୁ ନେଇଗଲେ ୮୯ କୋଟି, ତଥାପି ଖୁସି ନଥିଲେ ମେସି...

Shubman Gil: ଗିଲଙ୍କୁ ଆସିଲା ଗୋଟିଏ ଫୋନ୍ କଲ୍ , ବାଦ ପଡ଼ିଲେ ଟି-୨୦ ବିଶ୍ୱକପ୍ ଦଳରୁ

Vehicle Checking: ଜାନୁଆରୀ ୧ରୁ କଡ଼ାକଡ଼ି ଗାଡ଼ି ଚେକିଂ , ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

Green Cover Destroyed: ଆତଙ୍କ ରଚୁଛି ମଣିଷ , ରାତା ରାତି କାଟିଦେଲେ ୫ ହଜାର ଗଛ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)