Advertisment

ଅଶାନ୍ତ ସମୁଦ୍ର, ଆକାଶ ମେଘାଚ୍ଛନ୍ନ; ଖାଁ ଖାଁ ଧାମରା ବନ୍ଦର...

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। 'ଦାନା' ଆସିବା ପୂର୍ବରୁ ଧାମରା ଆକାଶ ମେଘାଚ୍ଛନ୍ନ। ଧାମରାରେ କିଭଳି ରହିଛି ସ୍ଥିତି ଦେଖନ୍ତୁ କିଛି ଝଲକ...

author-image
Sonali Ojha
Dana

Dana

Advertisment
Advertisment