/odishatv-khabar/media/post_attachments/uploadimage/library/16_9/16_9_0/samson_1744282396.jpg)
samson
/odishatv-khabar/media/post_attachments/uploadimage/library/16_9/16_9_0/samson_1744282396.jpg)
1/10
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ।
/odishatv-khabar/media/post_attachments/uploadimage/library/16_9/16_9_0/jofra_1744282526.jpg)
2/10
ମ୍ୟାଚର ତୃତୀୟ ଓଭରରେ ଶୁବମାନ ଗିଲଙ୍କୁ ବୋଲ୍ଡ କରିବା ପରେ ଜୋଫ୍ରା ଆର୍ଚର।
/odishatv-khabar/media/post_attachments/uploadimage/library/16_9/16_9_0/sai_1744282560.jpg)
3/10
ଇନ ଫର୍ମ ସାଇ ସୁଦର୍ଶନ ଓ ଜୋସ ବଟଲର ତୃତୀୟ ୱିକେଟରେ ୮୦ ରନ ଯୋଡିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/maheesh_1744282936.jpg)
4/10
ବଟଲରଙ୍କୁ ଆଉଟ କରିବା ପରେ ସାମସନଙ୍କ ସହ ସେଲିବ୍ରେଟ କରୁଛନ୍ତି ମହୀଷ ତୀକ୍ଷଣା।
/odishatv-khabar/media/post_attachments/uploadimage/library/16_9/16_9_0/shahrukh_1744282975.jpg)
5/10
୨୦ ବଲରୁ ଦ୍ରୁତ ୩୬ ରନ କରିଥିବା ଶାହରୁଖ ଖାନ।
/odishatv-khabar/media/post_attachments/uploadimage/library/16_9/16_9_0/sai_1744283046.jpg)
6/10
ଅନ୍ତିମ ଓଭରରେ ଗୁଜରାଟକୁ ସଙ୍କଟରୁ ଉଦ୍ଧାର କରିଥିଲେ ରାହୁଲ ତେୱତିଆ ଓ ରଶିଦ ଖାନ।
/odishatv-khabar/media/post_attachments/uploadimage/library/16_9/16_9_0/arshad_1744283101.jpg)
7/10
ଯଶସ୍ବୀ ଜୟସ୍ବାଲଙ୍କୁ ଆଉଟ କରିବା ପରେ ଅର୍ଶଦ ଖାନଙ୍କୁ ବଧେଇ ଜଣାଉଛନ୍ତି ମହମ୍ମଦ ସିରାଜ।
/odishatv-khabar/media/post_attachments/uploadimage/library/16_9/16_9_0/kulwant_1744283136.jpg)
8/10
୪୮ ରନ ଯୋଡିବା ପରେ ସଞ୍ଜୁ ସାମସନ-ରିୟାନ ପରାଗଙ୍କ ଯୋଡି ଭାଙ୍ଗିଥିଲେ କୁଲୱନ୍ତ ଖେଜ୍ରୋଲିୟା।
/odishatv-khabar/media/post_attachments/uploadimage/library/16_9/16_9_0/hetmeyer_1744283168.jpg)
9/10
ଅର୍ଦ୍ଧଶତକୀୟ ଇନିଂସ ଅବସରରେ ସିମରନ ହେଟମେୟର।
/odishatv-khabar/media/post_attachments/uploadimage/library/16_9/16_9_0/prasidh_1744283229.jpg)
10/10
ସଞ୍ଜୁ ସାମସନଙ୍କ ପ୍ରାଇଜ ୱିକେଟ ନେବା ପରେ ପ୍ରସିଦ୍ଧ କ୍ରିଷ୍ଣା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)