ଆମ ଦେଶ ଆଜି ପାଳୁଛି ୭୬ ତମ ସ୍ୱାଧୀନତା ଦିବସ...ଚାରି ଆଡ଼େ ଆନନ୍ଦ...ଚାରି ଆଡ଼େ ଉଲ୍ଲାସ...କେଉଁଠି ସମୁଦ୍ର ଭିତରେ ଜାତୀୟ ପତାକା ଉଡୁଚି ତ ଆଉ କେଉଁଠି ରଙ୍ଗ ବେରଙ୍ଗ ଆଲୁଅ କହୁଛି ସ୍ୱାଧୀନତାର କଥା...ଦେଖିବା କିଛି ଝଲକ୍।
Published By: Prasan Subudhi
Last updated: 15 August 2022, 11:16 AM IST
ମୋ ଦେଶ ମହାନ୍...
ଭାରତୀୟ ନୌସେନା ପକ୍ଷରୁ ସମୁଦ୍ର ଭିତରେ ଜାତୀୟ ପତାକା ଉତ୍ତୋଳନ...
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସଂଲଗ୍ନ ଅଞ୍ଚଳ ତ୍ରିରଙ୍ଗା ଆଲୋକ ମାଳାରେ ସଜ୍ଜିତ।
ମନ୍ଦିର କହୁଛି ସ୍ୱାଧୀନତାର କଥା...
ସବୁ ଆଡ଼େ ଝଲସୁଛି ତ୍ରିରଙ୍ଗା ଆଲୁଅ...ଭୁବନେଶ୍ୱର କମିଶନରେଟ ପୋଲିସ କୋଠା ସ୍ୱାଧୀନତା ଦିବସ ପାଇଁ ସଜ୍ଜିତ।
ରଙ୍ଗିନ ଆଲୋକମାଳାରେ ସଜ୍ଜିତ ରାଜ୍ୟ ସୂଚନା ଓ ଲୋକ ସଂପର୍କ ଭବନ ।
ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ତ୍ରିରଙ୍ଗା ଆଲୁଅ...ସ୍ୱାଧୀନତା ଦିବସ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କୋଠା ଝଲସୁଛି।