ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ
Published By: Prasan Subudhi
Last updated: 10 May 2022, 04:30 PM IST
ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ମେଳାରେ ଗ୍ରାହକଙ୍କ ଭିଡ଼
ମେଳାରେ ଭଳିକି ଭଳି ପୋଷାକର ସଂଭାର
ମେଳାରେ ଗ୍ରାହକମାନେ ନିଜ ମନ ପସନ୍ଦର ପୋଷାକ ଦେଖୁଛନ୍ତି
ହସ୍ତତନ୍ତ ମେଳାରେ ବୟନିକାର ଷ୍ଟଲ୍
ମେଳାରେ ରଙ୍ଗ ବେରଙ୍ଗ ଶାଢ଼ୀର ସଂଭାର