ବିଗତ ୯ ଦିନ ହେଲାଣି ଋଷିଆ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଆଜିକୁ ଦଶମ ଦିନରେ ପହଞ୍ଚିଛି ଏହି ଯୁଦ୍ଧ ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ଫଳରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଚାରା ପେଷି ହେଉଛନ୍ତି ସାଧାରଣ ଜନତା । ଦେଖନ୍ତୁ ଯୁଦ୍ଧ ସମୟର କିଛି ବିକଳ ଚିତ୍ର...
Published By: Otv Khabar Bureau
Last updated: 08 March 2022, 07:36 PM IST
ଦୁଇ ଦେଶର ଯୁଦ୍ଧ ମଧ୍ୟରେ ଧରାଶାୟୀ ସାଧାରଣ ଜନତା...
ଜୀବନର ସଂଘର୍ଷ ଲଢ଼ିବା ପୂର୍ବରୁ ଦେଶ ଦେଶ ମଧ୍ୟରେ ଚାଲୁଥିବା ସଂଘର୍ଷ ମଧ୍ୟରେ ବଙ୍କରରେ ଜନ୍ମ ହୋଇଛି ନବଜାତ...
କୁଆଡ଼େ ନେବି ଜାଣିନାହିଁ, ହେଲେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୋ ସନ୍ତାନଙ୍କ ଜୀବନ ରକ୍ଷା କରିବି...
ସେନା ସହିତ ପୁରୁଷମାନଙ୍କୁ ଯୁଦ୍ଧର ଆଗ ଧାଡ଼ିରେ ଲଢ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୧୮ରୁ ୬୦ ବର୍ଷର ଲୋକଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି । ଜ୍ଞାନକୌଶଳ ଓ ଇଚ୍ଛା ନଥାଇ ବି ବାଧ୍ୟରେ ଯୁବ ପିଢ଼ି...
ଯୁଦ୍ଧ ସମୟରେ ପ୍ରାୟ ୧୦ ଲକ୍ଷ ୟୁକ୍ରେନବାସୀ ନିଜ ଦେଶ ଛାଡି ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି ଫଳରେ ଜନଶୂନ୍ୟ ହେବାକୁ ଲାଗିଛି ୟୁକ୍ରେନ୍...
ଚିନ୍ତାରେ ମାଆ, ହେଲେ ପଣତକାନିର ଢ଼ାଲରେ ସୁରକ୍ଷିତ ସନ୍ତାନ...
ବାନ୍ଧବୀଙ୍କୁ ନେଇ ବଞ୍ଚିବା ଆଶାରେ ଯୁବକ...