Advertisment

Health Tips: ପାଟିରେ ଜାକି ଶୁଅନ୍ତୁ ଏହି ମସଲା; ହେବ ନାହିଁ ଗ୍ୟାସ୍-ଏସିଡିଟି

ଆଜିକାଲି ଅନେକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଉଛନ୍ତି। ଘରୋଇ ଉପାୟରେ ନିଜ ରୋଗକୁ ଭଲ କରିବାକୁ ଚେଷ୍ଟା କରୁଛନ୍ତି। ରୋଷେଇ ଘରେ ମିଳୁଥିବା ପିପଳି ମଧ୍ୟ ଅନେକ ରୋଗ ପାଇଁ ରାମବାଣ ଭଳି କାମ କରେ। ପିପଳି ଖାଇବା ଦ୍ୱାରା ହଜମ, କାଶ, ଗଳା ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରୁ ଆରାମ ମିଳେ। ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ମଜବୁତ କରିଥାଏ।

author-image
Pramod Behera
Consume piper longum relief from seasonal diseases digestive problems

Consume piper longum relief from seasonal diseases digestive problems

Advertisment
Advertisment