ଆଜି ସାବିତ୍ରୀ ଅମାବାସ୍ୟା । ଓଡ଼ିଆ ଘରର ସଧବା ମାନେ ଏହି ପର୍ବ ପାଳନ କରିଥାନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ କାମନ କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତା ନାରୀମାନେ ବ୍ରତ ରଖିଛନ୍ତି । ଏହାସହ ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି... ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
Published By: Otv Khabar Bureau
Last updated: 30 May 2022, 03:03 PM IST
ଶଙ୍ଖା, ସିନ୍ଦୁର ପିନ୍ଧି ସାବିତ୍ରୀ ବ୍ରତ ପାଳିଲେ କିନ୍ନର...
ଫଳମୂଳ ଭୋଗ ଲଗାଇ ରିତିନୀତି ସହ କରୁଛନ୍ତି ପୂଜାର୍ଚ୍ଚନା...
ମନସ୍କାମନା ପୂରଣ ପାଇଁ ଭକ୍ତିର ସହ ପୂଜା କରିବାରେ ଲାଗିପଡିଛନ୍ତି...
ପରସ୍ପରକୁ ସିନ୍ଦୁର ଲଗାଇ ସାବିତ୍ରୀ ଶୁଭେଚ୍ଛା ଜଣାଉଛନ୍ତି...
ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି କିନ୍ନର ଗୋଷ୍ଠୀ...
ରିତିନୀତି ସହ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ...
ସଧବାର ପ୍ରତୀକ ସିନ୍ଦୁରକୁ ମଥାରେ ଲଗାଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି କିନ୍ନର...
ଶୃଙ୍ଖଳିତ ଭାବେ କିନ୍ନରମାନେ ପୂଜାର୍ଚ୍ଚନା କରୁଛନ୍ତି...
ଭକ୍ତିମୟ ପରିବେଶରେ କିନ୍ନର ଗୋଷ୍ଠୀ...
ବୃକ୍ଷଦେବତାଙ୍କ ଉପରେ ଜଳାଭିଷେକ କରୁଛନ୍ତି...