Advertisment

ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ପ୍ରସ୍ପୁଟିତ ଶ୍ରୀଜିଉ, ରଥ ଉପରେ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଲେ ତିନି ଠାକୁର

ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଲେ ଜଗତ ଠାକୁର। ମହଣ ମହଣ ସୁନାରେ ସଜ୍ଜିତ ହେଲେ ତିନି ଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖି କୃତ୍ୟ କୃତ୍ୟ ଅଗଣିତ ଭକ୍ତ।

author-image
Chandan Shishu
ସୁନାବେଶ

ସୁନାବେଶ

Advertisment
Advertisment