ରଜ ଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ। ପହିଲି ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ।
Published By: Chandan Shishu
Last updated: 15 June 2023, 12:49 AM IST
ଦୋଳି ଖେଳୁଛନ୍ତି କୁନି ଝିଅ
ଲୋକନୃତ୍ୟକୁ ଉପଭୋଗ କରୁଛନ୍ତି ଆସିଥିବା ଦର୍ଶକ
ଖିଲିପାନ ଦୋକାନୀଙ୍କର ଆକର୍ଷଣୀୟ ଡିଜାଇନର ପାନ ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଗ୍ରାହକ
ଜମୁଛି ପଶା ଖେଳର ଆସର
ପହିଲି ରଜରେ ଝୋଟି ପକାଉଛନ୍ତି ଯୁବତୀ