/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844753.jpg)
Lord shri Krishna gave the knowledge of geeta to arjun
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844753.jpg)
1/6
ପ୍ରତିବର୍ଷ ‘ଗୀତା ଜୟନ୍ତୀ’ ମାର୍ଗଶିର ମାସର ଶୁକ୍ଳ ପକ୍ଷରେ ଏକାଦାଶୀରେ ପାଳନ କରାଯାଏ। ଗୀତା ଜ୍ଞାନ ପ୍ରତ୍ୟେକ ମାନବ ପାଇଁ ଜରୁରୀ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844780.jpg)
2/6
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଏହି ଏକାଦଶୀ ୧୧ ଡିସେମ୍ବରରେ ରାତି ୦୩.୪୨ ରୁ ଆରମ୍ଭ ହୋଇ ୧୨ ଡିସେମ୍ବର ରାତି ୦୧.୦୯ରେ ଶେଷ ହେବ। ଉଦୟ ତିଥି ଅନୁଯାୟୀ ‘ଗୀତା ଜୟନ୍ତୀ’ ୧୧ ଡିସେମ୍ବରରେ ପାଳନ କରାଯିବ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844813.jpg)
3/6
ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ମଣିଷ ଫଳାଫଳର ଇଚ୍ଛା ଛାଡି ନିଜ କର୍ମରେ ଧ୍ୟାନ ଦେବା ଉଚିତ। ମଣିଷ ଯାହା ବି କାମ କରେ, ସେ ସେହି ଅନୁଯାୟୀ ଫଳ ପାଇଥାଏ। ତେଣୁ ଜଣେ ବ୍ୟକ୍ତି ଭଲ କାମ ଜାରି ରଖିବା ଉଚିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844848.jpg)
4/6
ଶ୍ରୀକୃଷ୍ଣଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ନିଜକୁ ନିଜେ ହିଁ ଭଲ ଭାବରେ ଜାଣିପାରେ। ତେଣୁ ନିଜକୁ ମୂଲ୍ୟାଙ୍କନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844882.jpg)
5/6
ଗୀତାରେ କୁହାଯାଏ ଯେ ଜଣେ ଉଚିତ କାମ କରିବା ଜରୁରୀ। ଯଦି ଜଣେ ଠିକ୍ କରିନିଏ ଯେ ଏହା କରିବା ଉଚିତ, ତେବେ ବିନା ଫଳର ଆଶାରେ, ବିନା ଲୋଭରେ କରିବା ଉଚିତ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733844943.jpg)
6/6
ଶ୍ରୀକୃଷ୍ଣଙ୍କ କହିବାନୁସାରେ ଇଚ୍ଛା, ସ୍ୱାର୍ଥ ଏବଂ ଫଳର କାମନା ଜଣେ ବ୍ୟକ୍ତିଙ୍କୁ ଆଧ୍ୟାତ୍ମିକ ଜୀବନରୁ ଦୂରେଇ ଦେଇପାରେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)