ଖଦି ବୋର୍ଡ ଅଫିସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମ୍ୟୋଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ରହିଛି ସୁନ୍ଦର ସୁନ୍ଦର ଖଦି କପଡ଼ାରେ ତିଆରି ବସ୍ତ୍ର । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଲା ମଞ୍ଚ ।
Published By: Otv Khabar Bureau
Last updated: 19 May 2022, 11:56 AM IST
ଭୁବନେଶ୍ୱରରେ ଆୟୋଜିତ ହେଲା ଖଦି ଓ ଗ୍ରାମ୍ୟଉଦ୍ୟୋଗ ପ୍ରଦର୍ଶନୀ ଓ ବିକ୍ରୟ ମେଳା
ବିକ୍ରି ହେଉଛି ଖଦି କପଡ଼ାରେ ତିଆରି ବିଭିନ୍ନ ପ୍ରକାର ସମ୍ବଲପୁରୀ ଓ ପଶାପାଲୀ ଶାଢ଼ୀ
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠିଲା ମଞ୍ଚ
ପିତ୍ତଳରେ ତିଆରି ସୁନ୍ଦର ସୁନ୍ଦର ସାମଗ୍ରୀ
ନାନାଦି ପ୍ରକାର ମସଲା, ବଡ଼ି, ଖାଦ୍ୟ ସାମଗ୍ରୀ