Advertisment

Shabana Ajmi: ଡବା କାର୍ଟେଲ ପ୍ରମୋଶନ, ସ୍ପଟଲାଇଟରେ ଶବାନା ଆଜମୀ

ଡ୍ରଗ୍ସ ବେପାର ଓ ମୁମ୍ବାଇର ଡବା ବାଲାଙ୍କ କାହାଣୀକୁ ନେଇ ନିର୍ମାଣ ହୋଇଛି ନେଟଫ୍ଲିକ୍ସର ସିରିଜ ଡବା କାର୍ଟେଲ। ଶବାନା ଆଜମୀ, ଜ୍ୟୋତିକା, ନିମିଶା ସାଜାୟନ ଓ ସାଇ ଥମନକର ଏହି ସିରିଜରେ ନଜର ଆସିବାକୁ ଯାଉଛନ୍ତି।

author-image
Saroj Kumar Jena
dabba cartel

dabba cartel

Advertisment
Advertisment