/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758272854.jpg)
Rohit Saraf
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1758272854.jpg)
1/5
ଏବେ ଚର୍ଚ୍ଚାରେ ରୋହିତ ସରଫ । ନିଜର କୁଲ ଷ୍ଟାଇଲ, ଦମଦାର ଅଭିନୟ ଓ ଫିଟନେସ ପାଇଁ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ଲୋକପ୍ରିୟ । ସେଥିପାଇଁ ତାଙ୍କୁ ନ୍ୟାସନାଲ କ୍ରସ ବି ଅନେକ କହିବାକୁ ଲାଗିଲେଣି ।
2/5
ରୋହିତ ସରଫଙ୍କ ଅନ-ସ୍କ୍ରିନ ଇମେଜ ସବୁବେଳେ ଜଣେ ସାଧାରଣ ଯୁବକର ରହିଆସିଛି, ଯିଏ “ମିସମ୍ୟାଚ” ଏବଂ “ଇଶ୍କ ବିଶ୍କ ରିବାଉଣ୍ଡ” (୨୦୨୪) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସିରିଜ “ଦ ରିଭୋଲ୍ୟୁସନାରିଜ”ର ପ୍ରଥମ ଲୁକରେ ନିଜର ଆକର୍ଷଣୀୟ ଶାରୀରିକ ଗଢ଼ଣରେ ଫ୍ୟାନଙ୍କୁ ପ୍ରଭାବିତ କରିଛନ୍ତି
3/5
ଏହି ପରିବର୍ତ୍ତନ ବିଷୟରେ ରୋହିତ ସରଫ କହିଛନ୍ତି ଏହା ପାଇଁ ମୁଁ ବହୁତ ଦିନରୁ ଅପେକ୍ଷା କରିଥିଲି । ଫିଟନେସ ସହ ମୋର ଯାତ୍ରା ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ରହିଛି। ପିଲାଦିନେ ମୁଁ ଜଣେ ନୃତ୍ୟଶିଳ୍ପୀ ଥିଲି, ତେଣୁ ମୋର ଫିଟନେସ ସେହି ମାଧ୍ୟମରୁ ଆସିଥିଲା
4/5
ମୁଁ କେବେ ହେଲେ ଜିମକୁ ଯାଇ ଫିଟ ରହିବାରେ ବିଶ୍ୱାସ କରୁନଥିଲି। କିନ୍ତୁ ଯେତେବେଳେ ମୋର ଚରିତ୍ରମାନଙ୍କୁ ବିଶ୍ଳେଷଣ କରିବା ଆରମ୍ଭ କଲି, ମୋତେ ଲାଗିଲା ଏହା ଏକ ଆବଶ୍ୟକତା। ପରେ ସନି ସଂସ୍କାରୀ କି ତୁଲସୀ କୁମାରୀ ଚଳଚ୍ଚିତ୍ର ପାଇଁ ଏଭଳି ଫିଜିକ୍ ବନାଇଛି ।
5/5
ସେ କହନ୍ତି, ଏହି ଭୂମିକା ପାଇଁ କୌଣସି ସର୍ତ୍ତ ନଥିଲା, କିନ୍ତୁ ନିର୍ଦ୍ଦେଶକ ମୋତେ ଏକ ଭିନ୍ନ ଅନ୍ଦାଜରେ ଦେଖାଇବାକୁ ଚାହୁଁଥିଲେ। ଏହାରି ଭିତରେ “ଦ ରିଭୋଲ୍ୟୁସନାରିଜ” ଭଳି ସିରିଜ ମିଳିଲା । ମୁଁ ଜାଣିଥିଲି ଯେ ମୋ ଚରିତ୍ର ପାଇଁ ମୋତେ ଏପରି ଦୃଶ୍ୟ କରିବାକୁ ପଡ଼ିବ ଯେଉଁଠାରେ ମୁଁ ସାର୍ଟଲେସ ହେବି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)