Advertisment

୧୪୦୦ ବର୍ଷ ପୁରୁଣା ଗଛ, ଝଡୁଛି ସୁନାର ପତ୍ର!

ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍‌କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]

ଅଦ୍ୟତନ ହୋଇଛି
୧୪୦୦ ବର୍ଷ ପୁରୁଣା ଗଛ, ଝଡୁଛି ସୁନାର ପତ୍ର!

tree

Advertisment

ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି।

Advertisment

ଗିଙ୍କୋ ବିଲୋବା ସାଧାରଣତଃ ଗିନ୍‌କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର ପତ୍ରକୁ ବିଭିନ୍ନ ରୋଗର ଉପସମ ଭାବେ ବ୍ୟବହାର କରାଯାଏ।

ତେବେ ଚୀନର ଏକ ଅଞ୍ଚଳରେ ଏହି ଗଛରେ ପୂରା ହଳଦିଆ ପତ୍ର ହୋଇଯାଇଛି। ଯାହାକୁ ଦେଖି ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଗଛର ପତ୍ରକୁ ସୁନାର ପତ୍ର ସହ ତୁଳନା କରିଛନ୍ତି।

Advertisment

ସେ ଏହି ଗଛର ଫଟୋକୁ ଟ୍ୱିଟରରେ ଶେଆର କରିବା ପରେ ଲୋକମାନେ ଏମିତି ଗଛ କେବେ ଦେଖିନଥିଲା ଏବଂ ଏହି ଗଛର ପତ୍ର ସତରେ ସୁନା ପରି ଲାଗୁଛି ବୋଲି କମେଣ୍ଟରେ ଲେଖିଛନ୍ତି।

Advertisment

ଖାଇଙ୍କର ଏହି ଫଟୋକୁ ୩୦ହଜାରରୁ ଅଧିକ ଲୋକ ଟ୍ୱିଟରରେ ଲାଇକ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ