Advertisment

ନକଲି ବନ୍ଧୁକ, ଅସଲି ପ୍ରେମ !

ସମ୍ବଲପୁର : ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ। ସମ୍ବଲପୁର ସହରରେ ଘଟିଛି ଭଳି ଏକ ଘଟଣା।  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି। ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା।  ନକଲି ବନ୍ଧୁକକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଧରି ଟାଉନଥାନାରେ ଅଟକ […]

author-image
Pradesh Pratyush
ନକଲି ବନ୍ଧୁକ, ଅସଲି ପ୍ରେମ !

boy_

ସମ୍ବଲପୁର : ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ। ସମ୍ବଲପୁର ସହରରେ ଘଟିଛି ଭଳି ଏକ ଘଟଣା।  ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି।

Advertisment

ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା।  ନକଲି ବନ୍ଧୁକକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଧରି ଟାଉନଥାନାରେ ଅଟକ ରଖିଛି ପୁଲିସ। କେଉଁ କାରଣ ପାଇଁ ଛାତ୍ରୀ ଜଣଙ୍କୁ ଯୁବକ ଜଣକ ଡରାଉଥିଲେ ତାହା ଜଣାପଡି ନାହି।

Advertisment
Advertisment