/odishatv-khabar/media/media_files/2026/01/02/aathagad-youth-initiative-2026-01-02-19-49-17.jpg)
ନିଆରା ବନ୍ଧୁ ମିଳନ Photograph: (OTV)
ସେବାକୁ ପେସା ନୁହେ, କରିଛନ୍ତି ନିଶା। ଆଠଗଡ ଅଞ୍ଚଳର କିଛି ଯୁବକ ‘ଅଲ ୱେଜ୍ ହେଲ୍ପ ଅଦର’ ନାଁରେ ଏକ ସଂଗଠନ କରି ସମାଜରେ ଥିବା ଅନେକ ଅସହାୟ ଲୋକଙ୍କୁ ସହାୟତା ଦେବାଠୁ ଆରମ୍ଭ କରି ବିଭିନ୍ନ ସାମାଜିକ, ସାଂସ୍କୃତିକ, କ୍ରୀଡା ଭଳି ଅନେକ ଅନୁଷ୍ଠାନକୁ ଆଜି ଟିମ ପକ୍ଷରୁ ସାହାଯ୍ୟ କରିଛନ୍ତି।
Advertisment
୨୦୨୬ ନୂଆ ବର୍ଷରେ ଏହି ଅନୁଷ୍ଠାନ ବନ୍ଧୁ ମିଳନ ଉତ୍ସବ କରି ଆଠଗଡର ବିଭିନ୍ନ ଗାଁର ପ୍ରତିଭାବାନ ବ୍ୟକ୍ତି, ଅଗ୍ନିଶମ ବିଭାଗର କର୍ମଚାରୀ, ପୋଲିସ କର୍ମଚାରୀ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ମୀରା ପରିଡା ଅତିଥି ଭାବେ ଯୋଗଦେଇ ଏହି ସଂସ୍ଥାର ଖୁବ୍ ପ୍ରଶଂସା କରିବା ସହ ଟିମରେ ଥିବା ସମସ୍ତ ସଦସ୍ୟଙ୍କୁ ନୂଆ ବର୍ଷରେ ଉତ୍ସାହିତ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)