/odishatv-khabar/media/post_attachments/uploadimage/library/16_9/16_9_0/brother-1_1626339047.jpg)
brother
ପାରାଦୀପ(ରମାନାଥ ନାୟକ): ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ। ଏହି ଜଘନ୍ୟକାଣ୍ଡ ଘଟିଛି ପାରାଦୀପ ନୂଆବଜାରରେ।
Advertisment
ମୃତକ ଜଣକ ହେଲେ ସୁଦୀପ୍ତ ସ୍ୱାଇଁ। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ହେବ। କୌଣସି କାରଣରୁ ଆଜି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ଏହି ସମୟରେ ବଡ଼ ଭାଇ ରକ୍ତମୁଖା ହୋଇ ଉଠିଥିଲା। ଆଉ ତାପରେ ସାନ ଭାଇ ଉପରେ ଆକ୍ରମଣ କରିଥିଲେ। ତା ଆକ୍ରମଣରେ ସାନଭାଇ ସୁଦୀପ୍ତଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆକ୍ରମଣକାରୀ ବଡ଼ ଭାଇ, ତାର ପତ୍ନୀ ଓ ବାପାଙ୍କୁ ଥାନାକୁ ଡାକି ପୁଲିସ୍ ପଚରା ଉଚରା କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)