/odishatv-khabar/media/post_attachments/uploadimage/library/16_9/16_9_0/water-3_1626341737.jpg)
water
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଖରା ଆରମ୍ଭରୁ ପାଣି ପାଇଁ ତେଜିଲା ଆନ୍ଦୋଳନ। ପିଇବା ପାଣି ପାଇଁ କଳାହାଣ୍ଡି ଜିଲ୍ଲାର ବାନେର ଠାରେ ରାସ୍ତାରୋକ କରିଥିଲେ ମହିଳା। ଗରା, ମାଠିଆ ଧରି ମହିଳାମାନେ ଭୋର ୫ଟାରୁ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ଫଳରେ ମୋଟେର-ଜୟପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।
Advertisment
ତେବେ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)