/odishatv-khabar/media/post_attachments/uploadimage/library/16_9/16_9_0/patkura_1626336792.jpg)
patkura
କୋନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କ୍ରାଇମ୍ବ୍ରାଞ୍ଜ ହାତରେ ଧରା ପଡ଼ିଛନ୍ତି ଜଣେ ନକଲି ଶିକ୍ଷୟିତ୍ରୀ। କେନ୍ଦ୍ରାପଡ଼ା ବିଲହାଟ ଗ୍ରାମ୍ୟ ବ୍ୟାଙ୍କରୁ ଜାଲ୍ ପ୍ରମାଣପତ୍ର ଦେଇ ଟଙ୍କା ହଡ଼ପ ଘଟଣାରେ ଇଓଡବ୍ଲ୍ୟୁ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନ୍ନପୂର୍ଣ୍ଣା ଦାଶ। ତାଙ୍କ ଘର ପାଟକୁରା ଥାନା ଗରଦପୁର ଅଞ୍ଚଳରେ।
Advertisment
ଗତ ୨୦୧୩ ମସିହାରେ ଜାଲ୍ କାଗଜପତ୍ର ଦେଇ କିଛି ଲୋକ ବ୍ୟାଙ୍କରୁ ଋଣ ଉଠାଇଥିଲେ। ଏକଥା ଜଣାପଡ଼ିବା ପରେ ବ୍ୟାଙ୍କ ପରିଚାଳକ ଓ କ୍ଷେତ୍ର ପରିଚାଳକଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ଘଟଣାର ତଦନ୍ତ ଭାର ଇଓଡବ୍ଲ୍ୟୁଙ୍କୁ ଦିଆଯାଇଥିଲା।
ଘଟଣାରେ ଇଓଡବ୍ଲ୍ୟୁ ପୂର୍ବରୁ ୪ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଅନ୍ନପୂର୍ଣ୍ଣା ଦାଶଙ୍କୁ ଗିରଫ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)