୧୦୦ ମିଟର ବି ଗାଡି ଗଡିଲାନି। ଗାଡି ଠେଲି ଠେଲି ହଇରାଣ। ପେଟ୍ରୋଲ ବଦଳରେ ପାଣି ବାହାରିଲା।
୫୫୧ ଟଙ୍କାର ପେଟ୍ରୋଲ ପକାଇଲେ କିନ୍ତୁ ଇଂଜିନ୍ ବନ୍ଦ। ଏଇ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଣେଷ ଓରାମ। କୋଇଡା ବ୍ଲକ ବିମଲାଗଡ ଅଞ୍ଚଳର ଯୁବକ ଜଣଙ୍କ ବୁଲେଟରେ ରାଉଲକେଲା ଯାଉଥିବା ବେଳେ ରଜାମୁଣ୍ଡା ନିକଟ ଲମଶି ଅମରନାଥ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଥିଲେ। କିନ୍ତୁ କିଛି ବାଟ ଯିବା ପରେ ଗାଡି ବନ୍ଦ ହୋଇଗଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)