Advertisment

ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

ଆସ୍କା(ମନୋଜ ମୁନି): ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗାଁରେ। ଆଜି ସକାଳୁ ଅଜଣା ଯୁବକକୁ ଚୋର ସନ୍ଦେହରେ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗାଁରେ ବୁଲାଇଥିଲେ ଲୋକେ। ପରେ ତାଙ୍କୁ ଲଣ୍ଡା କରିବା ସହ ଅମାନୁଷିକ ଭାବେ ପିଟିଥିବା କୁହାଯାଉଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା।

author-image
Sangita Sahu
ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ପିଟିଲେ ଗ୍ରାମବାସୀ

boy

ଆସ୍କା(ମନୋଜ ମୁନି): ଚୋର ସନ୍ଦେହରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗାଁରେ। ଆଜି ସକାଳୁ ଅଜଣା ଯୁବକକୁ ଚୋର ସନ୍ଦେହରେ ଧରି ହାତଗୋଡ଼ ବାନ୍ଧି ମାଡ଼ ମାରିବା ସହ ଗାଁରେ ବୁଲାଇଥିଲେ ଲୋକେ। ପରେ ତାଙ୍କୁ ଲଣ୍ଡା କରିବା ସହ ଅମାନୁଷିକ ଭାବେ ପିଟିଥିବା କୁହାଯାଉଛି।

Advertisment

ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିଥିଲା।

Advertisment
Advertisment