elephant
Advertisment
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ହାତୀ ଆତଙ୍କ। ଗତକାଲି ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଖୁଣ୍ଟ ଭାଙ୍ଗି ଦେଇଛନ୍ତି। ତେବେ ଗାଁ ଲୋକେ ଏକାଠି ହୋଇ ହାତୀପଲ ଘଉଡ଼ାଇ ଦେଇଛନ୍ତି।
Advertisment
ବାରମ୍ବାର ହାତୀ ପଲ ଗାଁରେ ପଶି ଫସଲ ନଷ୍ଟ କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଲୋକେ କହିଛନ୍ତି। ଗତ ଦୁଇ ସପ୍ତାହରେ ୨ ଥର ହାତୀପଲ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/elephant-123_1626760150.jpg)