Advertisment

Van Accident 17 Injured: ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍: ୧୭ ଆହତ

ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍; ୧୭ ଆହତ। ଜରଉ ଗାଁ ନିକଟରେ ଦୁର୍ଘଟଣା; ୧୭ ଆହତଙ୍କ ମଧ୍ୟରୁ ୯ ଗୁରୁତର। ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ସୂଚନା। ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ା ଯିବାବେଳେ ଖସିଲା ଭ୍ୟାନ୍।

author-image
Pramod Behera
Van Accident 17 Injured

୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍: ୧୭ ଆହତ Photograph: (OTV)

୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍। ଦୁର୍ଘଟଣାରେ ୧୭ ଆହତ। ଗଜପତି ଜିଲ୍ଲା ଜରଉ ଗାଁ ନିକଟରେ ଘଟିଛି ଏ ଦୁର୍ଘଟଣା। ୧୭ ଆହତଙ୍କ ମଧ୍ୟରୁ ୯ ଗୁରୁତର ଅଛନ୍ତି। ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ସୂଚନା। 

Advertisment

ସୋରଡ଼ାରୁ ଖାରିଗୁଡ଼ା ଯିବାବେଳେ ଜରଉ ଗାଁ ନିକଟରେ ଖସି ପଡିଥିଲା ଭ୍ୟାନ୍। ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଅଘଟଣ। ଦୁର୍ଘଟଣାରେ ଗୁରୁତର ୯ ଜଣ ବ୍ରହ୍ମପୁର ଏମ୍ କେସିଜି ସ୍ଥାନାନ୍ତର ହୋଇଛନ୍ତି।

  • ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଲା ଭ୍ୟାନ୍; ୧୭ ଆହତ
  • ଜରଉ ଗାଁ ନିକଟରେ ଦୁର୍ଘଟଣା; ୧୭ ଆହତଙ୍କ ମଧ୍ୟରୁ ୯ ଗୁରୁତର
  • ଆହତଙ୍କ ମଧ୍ୟରେ ୫ ମହିଳା ଓ ୩ ଶିଶୁ ଥିବା ସୂଚନା
  • ଗଞ୍ଜାମ ସୋରଡ଼ାରୁ ଖାରିଗୁଡ଼ା ଯିବାବେଳେ ଖସିଲା ଭ୍ୟାନ୍
  • ଏକ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବାବେଳେ ଅଘଟଣ
  • ଦୁର୍ଘଟଣାରେ ଗୁରୁତର ୯ ଜଣ ବ୍ରହ୍ମପୁର ଏମ୍ କେସିଜି ସ୍ଥାନାନ୍ତର
Advertisment
Accident Odisha Accident Odisha News
Advertisment
Advertisment