Advertisment

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍‌ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି। ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ନିର୍ମାଣ ହୋଇଥିବା ଏହି ମିସାଇଲ୍ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ମାତ୍ ଦେବାର କ୍ଷମତା ରଖିଛି।

author-image
Pradesh Pratyush
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

missile

ବାଲେଶ୍ୱର : ବ୍ରହ୍ମୋସ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଚାନ୍ଦିପୁର ITRର ୩ ନଂ ଲଞ୍ଚପ୍ୟାଡରୁ ଦିନ ୧୦ଟା ୩୦ ମିନିଟ୍‌ରେ ଏହାକୁ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ସୁପରସୋନିକ୍ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା ୪୫୦ କିଲୋମିଟର୍ ରହିଛି।

Advertisment

ଭାରତ ଏବଂ ରୁଷିଆର ମିଳିତ ସହଯୋଗରେ ନିର୍ମାଣ ହୋଇଥିବା ଏହି ମିସାଇଲ୍ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଶତ୍ରୁ ପକ୍ଷଙ୍କୁ ମାତ୍ ଦେବାର କ୍ଷମତା ରଖିଛି।

Advertisment
Advertisment