/odishatv-khabar/media/post_attachments/uploadimage/library/16_9/16_9_0/strike-1_1626693096.jpg)
strike
ନବରଙ୍ଗପୁର: ନବରଙ୍ଗପୁର କୋଡ଼ିଙ୍ଗା ଥାନାରେ ପୋଲିସ ମାଡ଼ରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ ଘଟଣାର ସ୍ଥାୟୀ ସମାଧାନ ହୋଇଛି। ସ୍ଥାନୀୟ ତହସିଲଦାର ଓ ଡାବୁଗାଁ ବିଧାୟକ ମନୋହର ରନ୍ଦାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଛି । ମୃତକଙ୍କ ପରିବାର ଲୋକେ ଶବକୁ ଗ୍ରହଣ କରିବା ସହ ଅନ୍ତିମ ସଂସ୍କାର କରିଛନ୍ତି ।ମୃତକଙ୍କ ପରିବାର ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)