Advertisment

ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ରୂପା ଗାଙ୍ଗୁଲି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତେବେ ଶେଷ ଦୁଇ ଦିନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରସୋର୍ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ଓଡ଼ିଶାରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ଗଞ୍ଜାମର ଛତ୍ରପୁର, ଖଲିକୋଟର ବିକ୍ରମପୁର ଗ୍ରାମପଞ୍ଚାୟତରେ ଆୟୋଜିତ ସମାବେଶରେ […]

author-image
Jyotsnamayee Pradhan
ଆଜି ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ରୂପା ଗାଙ୍ଗୁଲି

bjp

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତେବେ ଶେଷ ଦୁଇ ଦିନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରସୋର୍ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ଓଡ଼ିଶାରେ ପ୍ରଚାର କରିବେ।

Advertisment

କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ଗଞ୍ଜାମର ଛତ୍ରପୁର, ଖଲିକୋଟର ବିକ୍ରମପୁର ଗ୍ରାମପଞ୍ଚାୟତରେ ଆୟୋଜିତ ସମାବେଶରେ ଯୋଗଦେବେ।

ସେହିପରି ସାଂସଦ ରୂପା ଗାଙ୍ଗୁଲି ସକାଳ ୧୧ଟା ୩୦ରେ ମାଲକାନଗିରି ଜିଲ୍ଲାର କାଲିମେଳାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ସେ ଚିତ୍ରକୋଣ୍ଡା ବ୍ଲକର କୋରକୋଣ୍ଡା ଏବଂ ନବରଙ୍ଗପୁର ଜିଲ୍ଲା ଝରିଗାଁ ଓ ଉମରକୋଟରେ ହେବାକୁ ଥିବା ସମାବେଶରେ ଯୋଗଦେବେ।

Advertisment

Advertisment
Advertisment