/odishatv-khabar/media/post_attachments/uploadimage/library/16_9/16_9_0/16_1626424320.jpg)
16
ଭଦ୍ରକ: ଶଳା ବାହାଘରରେ ୨ ଭିଣୋଇଙ୍କ ଜୀବନ ଯାଇଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଅସ୍ତଳର ରମେଶ ଦାସ ଏବଂ ପାଳିଆର କଦମ୍ବବନ୍ଧୁ ମିଶ୍ର।
Advertisment
ଭଦ୍ରକ ଜିଲ୍ଲା ତିହିଡ଼ି ଗୋଳା ପୋଖରୀ ଛକରେ ପ୍ରୋସେସନ ବାହାରିବା ସମୟରେ ଦୁର୍ଘଟଣା ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)