/odishatv-khabar/media/media_files/2026/02/22/two-maoists-killed-in-encounter-2026-02-22-18-39-58.jpg)
କରଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ସଫା Photograph: (OTV)
କରଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ସଫା। ଜଣେ ଏରିଆ କମିଟି ମେମ୍ବର ଓ ଆଉ ଜଣେ ପାର୍ଟି ମେମ୍ବର ନିହତ ସୂଚନା।
Advertisment
ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ରହିଛନ୍ତି। ନଣ୍ଡାବାଡ଼ି ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି। ମାଓ ଗତିବିଧି ସୂଚନା ପାଇ SOG ଟିମର ସର୍ଚ୍ଚ ଅପରେସନ୍।
- କରଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ସଫା
- ଜଣେ ଏରିଆ କମିଟି ମେମ୍ବର ଓ ଆଉ ଜଣେ ପାର୍ଟି ମେମ୍ବର ନିହତ ସୂଚନା
- ନଣ୍ଡାବାଡ଼ି ଗାଁ ନିକଟ ଜଙ୍ଗଲରେ ସର୍ଚ୍ଚଅପରେସନ୍ ଜାରି
- ମାଓ ଗତିବିଧି ସୂଚନା ପାଇ SOG ଟିମ୍ ର ସର୍ଚ୍ଚ ଅପରେସନ୍
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)