Advertisment

ବାରହା ଆକ୍ରମଣରେ ଦୁଇଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।  ଗୁରୁତର ଦୁଇଜଣ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ। ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲି ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ବାରାହା ଆକ୍ରମଣରେ ଦୁଇଜଣଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  […]

author-image
Biswobandita Swain
ବାରହା ଆକ୍ରମଣରେ ଦୁଇଜଣ ଗୁରୁତର

br

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡା ଗାଁରେ ବାରହା ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି।  ଗୁରୁତର ଦୁଇଜଣ ହେଲେ ବଡ଼ତ୍ରିବିଡା ଗାଁର ମହାର୍ଗା ରାଉଳ ଓ କାତୁ ରାଉଳ। ସେମାନଙ୍କୁ କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାଯୋଗ୍ୟ, ମହାର୍ଗା  ଓ କାତୁ  ନିଜ ଘର ପଛ ପାଖ ବାଡ଼ିରେ କାମ କରୁଥିବା ବେଳେ ଜଙ୍ଗଲି ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ବାରାହା ଆକ୍ରମଣରେ ଦୁଇଜଣଙ୍କ  ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।  ବାରମ୍ବାର ଏହି ଅଞ୍ଚଳରେ ବନ୍ୟଜନ୍ତୁ ଲୋକମାନଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment
Advertisment