Advertisment

ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ […]

author-image
Pradesh Pratyush
ଦୁଇ ଭଉଣୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଲା ପୁଲିସ

police

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ। ଲୋୟର ପିଏମଜିରେ ଧାରଣାରେ ବସିଥିବା ଦୁଇ ଭଉଣୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଛି। ଦୀର୍ଘଦିନ ଧରି ଦାବି ପୂରଣ ପାଇଁ ଦୁଇ ଯୁବତୀ ଲୋୟର ପିଏମଜିରେ ଧାରଣା ଦେଇଥିଲେ। କିନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ସେମାନେ କଂଗ୍ରେସ ଭବନ ନିକଟ ଗଛ ମୂଳରେ ଆଶ୍ରୟ ନେଇଥିଲେ।

Advertisment

ପୁଲିସ ସେଠାରୁ ସେମାନଙ୍କୁ ଜୋର ଜବରଦସ୍ତ ପିସିଆର ଭ୍ୟାନରେ ଉଠାଇ ନେଇଥିଲା। ଦୁଇ ଯୁବତୀ ଯେତେ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା।

Advertisment
Advertisment