Advertisment

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଦୋଳଯାତ୍ରା ଦେଖି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ, ଯାତ୍ରା ଦେଖି ଯାଇଥିବା ୩ ଜଣ ଯୁବତୀ ପରିସ୍ରା କରିବାକୁ ବାହାରକୁ ଆସିବା ବେଳେ ତାଙ୍କୁ ୫ ଜଣ ଯୁବକ  ଧରିବାକୁ ଚେଷ୍ଟା କରିଥିଲେ। ହେଲେ ୨ ଜଣ ଯୁବତୀ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲେ। ଜଣେ ଯୁବତୀଙ୍କୁ ପାଖରେ ଥିବା ଏକ ସ୍କୁଲ ପଛ ପାଖକୁ […]

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

kjr

Advertisment

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଦୋଳଯାତ୍ରା ଦେଖି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନାଅନୁସାରେ, ଯାତ୍ରା ଦେଖି ଯାଇଥିବା ୩ ଜଣ ଯୁବତୀ ପରିସ୍ରା କରିବାକୁ ବାହାରକୁ ଆସିବା ବେଳେ ତାଙ୍କୁ ୫ ଜଣ ଯୁବକ  ଧରିବାକୁ ଚେଷ୍ଟା କରିଥିଲେ। ହେଲେ ୨ ଜଣ ଯୁବତୀ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲେ। ଜଣେ ଯୁବତୀଙ୍କୁ ପାଖରେ ଥିବା ଏକ ସ୍କୁଲ ପଛ ପାଖକୁ ନେଇ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ।

ଘଟଣାକୁ ନେଇ ଯୁବତୀଙ୍କ ପରିବାର ଲୋକେ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପୁଲିସ୍‌ ଜଣକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ