/odishatv-khabar/media/post_attachments/uploadimage/library/16_9/16_9_0/n1_1626416870.jpg)
n1
କଟକ: ଆସନ୍ତାକାଲି ନେତାଜୀ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀ ନାଥ ଭବନ ଚଳଚଞ୍ଚଳ ହୋଇଉଠିଛି।
Advertisment
ଚଳିତ ବର୍ଷ ନେତାଜୀଙ୍କ ସମ୍ବନ୍ଧରେ କିଛି ନୂଆ ତଥ୍ୟ ଓ ଫଟୋ ସମ୍ବଳିତ ପୁସ୍ତକ ଉନ୍ମୋଚନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ନେତାଜୀ ସୁଭାଷ ଆଣ୍ଡ ଓଡ଼ିଶା ଗ୍ୟାଲେରିରେ ସ୍ଥାନ ପାଇବ।
ଏହି ପୁସ୍ତକରେ ନେତାଜୀଙ୍କ ଅନେକ ଦୁର୍ଲଭ ଫଟୋ ସ୍ଥାନ ପାଇଛି। ଅନ୍ୟପଟେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନେତାଜୀଙ୍କ ଜନ୍ମ ଦିନ ପାଇଁ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହେବ।
Advertisment
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)