Advertisment

ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ, ସଚେତନତା ରାଲି ଆୟୋଜିତ

ଭୁବନେଶ୍ୱର : ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ । ରାଜ୍ୟ ସରକାରଙ୍କ ଶ୍ରମିକ ବିଭାଗ ଓ ପିକକ୍ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଛି। ରାମ ମନ୍ଦିର ଛକରୁ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଯାଏ ଯାଇଛି। ସେଠାରେ ଏକ ସିଗନେଚର୍ କ୍ୟାମ୍ପେନ୍ କରାଯାଇଥିଲା । ୨୦୨୫ ସୁଦ୍ଧା ରାଜ୍ୟରେ ଶିଶୁ ଶ୍ରମିକ ନିର୍ଯାତନା ନିରୋଧ ପାଇଁ ଚେଷ୍ଟା କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ଶ୍ରମିକ ସଂଖ୍ୟା ଶୂନ ପ୍ରତିଶତରେ ପହଞ୍ଚାଯିବ ବୋଲି […]

author-image
Pradesh Pratyush
ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ, ସଚେତନତା ରାଲି ଆୟୋଜିତ

child

ଭୁବନେଶ୍ୱର : ଆଜି ବିଶ୍ୱ ଶିଶୁ ନିର୍ଯାତନା ନିରୋଧ ଦିବସ । ରାଜ୍ୟ ସରକାରଙ୍କ ଶ୍ରମିକ ବିଭାଗ ଓ ପିକକ୍ ଅନୁଷ୍ଠାନ ପକ୍ଷରୁ ସଚେତନତା ରାଲି ଆୟୋଜନ କରାଯାଇଛି। ରାମ ମନ୍ଦିର ଛକରୁ ଏକ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଯାଏ ଯାଇଛି। ସେଠାରେ ଏକ ସିଗନେଚର୍ କ୍ୟାମ୍ପେନ୍ କରାଯାଇଥିଲା ।

Advertisment

୨୦୨୫ ସୁଦ୍ଧା ରାଜ୍ୟରେ ଶିଶୁ ଶ୍ରମିକ ନିର୍ଯାତନା ନିରୋଧ ପାଇଁ ଚେଷ୍ଟା କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ଶ୍ରମିକ ସଂଖ୍ୟା ଶୂନ ପ୍ରତିଶତରେ ପହଞ୍ଚାଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଛି ।

Advertisment
Advertisment